ମୋ ଜେଜେମାଙ୍କ ମୁହଁରୁ ଏକ ଲୋକକଥା (ଭୋଗରାଇ ଅଞ୍ଚଳର)
ପଙ୍କଜିନୀ ଦାସ ମହାପାତ୍ର ଗଟେ ଗାଁର ତିନିଟିଆ ଘର ଦିଟିଆ ଘର ଦର୍-ଭାଙ୍ଗାଭୁଙ୍ଗି ଗଟେ ଘରର ଚାଳ ନାହିଁ । ଯେ ଘରର ଚାଳ ନାହିଁ ସେହିଁର ଝୁଲୁଚି ତିନିଟିଆ ଶିକା ଦିଟିଆ ଶିକା ଦର ଛିଡାଛିଡି ଗଟେ ଶିକାର ଫାଶ ନାହିଁ । ଯେ ଶିକାର ଫାଶ ନାହିଁ ସେହିଁର ଅଛି ତିନିଟିଆ ହାଣ୍ଡି ଦିଟିଆ ହାଣ୍ଡି ଦରଭାଙ୍ଗାଭୁଙ୍ଗି